ଏକ ଚତୁର ଯୋଜନା
A Clever Scheme
ଏକ ଜଙ୍ଗଲରେ ରହୁଥିବା ଗୋଟିଏ ଚତୁର ପକ୍ଷୀ ଆବିଷ୍କାର କଲା ଯେ ଧୂର୍ତ୍ତ ସାପଟି ପକ୍ଷୀମାନଙ୍କର ଅଣ୍ଡାକୁ ଚୋରିକରି ଖାଇ ଯାଉଛି । ପକ୍ଷୀଙ୍କୁ ସାପଠାରୁ ରକ୍ଷା କରିବା ପାଇଁ ଜ୍ଞାନୀ ପକ୍ଷୀଟି ସାପକୁ ଏକ ଦୌଡ଼ ଖେଳରେ ଭାଗ ନେବାକୁ ନିମନ୍ତ୍ରଣ ଦିଏ । ସେମାନେ କିପରି ସାପକୁ ଶିକ୍ଷା ଦିଅନ୍ତି ଆବିଷ୍କାର କରିବା ପାଇଁ କାହାଣୀରେ ଯୋଗ ଦିଅନ୍ତୁ ।