ପରୋପକାରୀ କାଉ

Big Hearted Crow

ଦୟାଭାବ ଓ ବନ୍ଧୁତାକୁ ନେଇ ଗୋଟିଏ ଦୟାଳୁ କାଉ ଉପରେ ଲେଖା ହୋଇଥିବା ଏହି ଗପଟିକୁ ପଢ଼ନ୍ତୁ। ଦିନେ ରାତିରେ ଝଡ଼ ପବନରେ କାଉଟିର ବସା ଭାଙ୍ଗିଯାଏ। ବିକଳ ହୋଇ କାଉଟି ତା’ ପଡ଼ୋଷୀ ଘରଚଟିଆକୁ ସାହାଯ୍ୟ ମା‌ଗେ। ଆଶ୍ଚର୍ଯ୍ୟର କଥା, ଘରଚଟିଆଟି ତା’କୁ ସାହାଯ୍ୟ କରିବାକୁ ମନା କରିଦିଏ। ମନମୁଗ୍ଧ କରିଦେଉଥିବା ଏହି ଗପଟି ପଢ଼ି ଦୁଃଖସୁଖ ବାଣ୍ଟିବା ଓ ପରସ୍ପରକୁ ସାହାଯ୍ୟ କରିବାର କୁହୁକ ଶକ୍ତି ବିଷୟରେ ଜାଣନ୍ତୁ।

Login to Read Now