ଚତୁର ଠେକୁଆ

Clever Rabbit

ଚତୁର ଠେକୁଆ ଓ ତା’ର ଜଙ୍ଗଲ‌ରେ ରହୁଥିବା ମୂଷା ସାଙ୍ଗମାନଙ୍କୁ ଭେଟନ୍ତୁ। ଗୋଟିଏ ଧୁର୍ତ୍ତ କୋକିଶିଆଳୀ ଠେକୁଆମାନଙ୍କୁ ସେମାନଙ୍କ ଗାତରୁ ବାହାରକୁ ଆଣିବା ପାଇଁ ଉପାୟ ପାଞ୍ଚୁ୍ଛି। ଠେକୁଆଟି ମୂଷାମାନଙ୍କ ସହିତ ମିସି ଗୋଟିଏ ଚମତ୍କାର ଯୋଜନା ପ୍ରସ୍ତୁତ କଲା। ସେମାନେ ଗୋଟିଏ ଗାତ ଖୋଳି ତା’କୁ ଘୋଡ଼ାଇ ଦେଇ କୋକିଶିଆଳୀର ଅପେକ୍ଷାରେ ରହି‌ଲେ। କୋକିଶିଆଳୀଟି ଗାତରେ ପଡ଼ିଯିବା ପରେ କ’ଣ ଘଟିବ? ଘଟଣାଟି କି ପ୍ରକାରର ମୋଡ଼ ନେଉଛି ଗପଟି ପଢ଼ି ସେ ବିଷୟରେ ଜାଣନ୍ତୁ।

Login to Read Now