ଝିଅ ମୂଷାର ବାହାଘର
Mouse Maid's Marriage
ଏକଦା, ଜଣେ ସାଧୁ ଗଙ୍ଗା କୂଳରେ ରୁହନ୍ତି । ଦିନେ ନଦୀରେ ଗାଧୋଇବା ସମୟରେ ସେ ଏକ ମୂଷା ଛୁଆ ପାଇ ନିଜ କୁହୁକ୍ ଶକ୍ତି ବଳରେ ତାକୁ ଏକ ଝିଅରେ ପରିଣତ କରି ଦିଅନ୍ତି । ସେ ତାକୁ ନିଜ ଝିଅ ପରି ପାଳନ୍ତି । ଯେତେବେଳେ ତା’ର ବିବାହ ବୟସ ଆସେ ସାଧୁ ଝିଅ ପାଇଁ ଉପଯୁକ୍ତ ବରପାତ୍ର ଖୋଜି ଖୋଜି ସୂର୍ଯ୍ୟ, ପବନ ଏବଂ ପର୍ବତ ପାଖରେ ପହଚନ୍ତି । ଝିଅଟି ସେମାନଙ୍କ ମଧ୍ୟରୁ କାହାକୁ ବି ବିବାହ କରେ ନାହିଁ । ନିଜ ସ୍ୱାମୀ ଭାବରେ ସେ କାହାକୁ ବାଛେ ଜାଣିବା ପାଇଁ କାହାଣୀଟିକୁ ପଢ଼ନ୍ତୁ ।