ଭଲମନ ଓ ମନ୍ଦମନ

Right mind and wrong mind

ଥରେ, ଦୁଇ ବନ୍ଧୁ ସୁବୁଦ୍ଧୀ ଏବଂ ଦୁର୍ବୁଦ୍ଧୀ ଏକ ସହରରେ ରୁହନ୍ତି । ବନ୍ଧୁ ଦୁହେଁ ଏକ ଗୁପ୍ତଧନ ପାଆନ୍ତି ଏବଂ ବନ୍ଧୁତା ବଜାୟ ରଖିବା ପାଇଁ ତାଙ୍କ ମଧ୍ୟରୁ ଜଣେ ବନ୍ଧୁ ଏହାକୁ ପୋତି ଦେବାକୁ ପରାମର୍ଶ ଦିଏ । ଚତୁର ବନ୍ଧୁ ଜଣକ ଧୀରେ ଧୀରେ ମୋହରଗୁଡ଼ିକୁ ଚୋରି କରି ନିଏ ଓ ପରେ ଅନ୍ୟ ବନ୍ଧୁ ଉପରେ ଅଭିଯୋଗ କରେ । ଏହି ବିବାଦର ସମାଧାନ ପାଇଁ ସେମାନେ ସହରର ମାଜିଷ୍ଟ୍ରେଟଙ୍କ ସାହାଯ୍ୟ ଲୋଡନ୍ତି । ଶେଷରେ ପ୍ରତାରଣା ପ୍ରକାଶ ପାଏ ଏବଂ ନ୍ୟାୟର ବିଜୟ ହୁଏ । ସେହି ପ୍ରତାରଣାକାରୀ ବନ୍ଧୁ ଜଣକ କିଏ ଜାଣିବା ପାଇଁ କାହାଣୀଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ ।

Login to Read Now