ଚତୁର କଇଁଛ
The Clever Tortoise
ଏହି ଚତୁର କଇଁଛକୁ ଭେଟନ୍ତୁ, ଯିଏ ଏହି ମନୋରମ କାହାଣୀରେ ଏକ ଧୁର୍ତ୍ତ କୋକିଶିଆଳିଠୁଁ ନିଜ ଜୀବନ ଫେରିପାଇବାରେ ସଫଳ ହୋଇଛି । କଇଁଛ ନିଜର ବୁଦ୍ଧି ଏବଂ ଜ୍ଞାନ ସାହାଯ୍ୟରେ ବିପଦପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ଆଶ୍ଚର୍ଯ୍ୟଜନକ କୌଶଳ ପ୍ରୟୋଗ କରିଛି । ଏହି କାଳଜୟୀ କାହାଣୀରେ ବର୍ଣ୍ଣିତ ବୁଦ୍ଧିର ଶାରୀରିକ ବଳ ଉପରେ ବିଜୟ ପ୍ରାପ୍ତି ଆପଣଙ୍କ ଓଠରେ ନିଶ୍ଚିତ ଭାବେ ହସ ଫୁଟାଇବ ।