କୋକିଶିଆଳି, କୁକୁଡ଼ା ଓ ଢୋଲ
The Fox the Hen and the Drum
ଭୋକିଲା କୋକିଶିଆଳିଟି ଦ୍ବିପହର ପର୍ଯନ୍ତ ଶିକାର ଖୋଜିଖୋଜି ଥକୀ ଯାଏ । ଶେଷରେ ପାଖରେ ଚରୁଥିବା କୁକୁଡ଼ାଟିକୁ ଦେଖି ନିଜକୁ ବଡ଼ ଭାଗ୍ୟବାନ ମନେ କରେ । ତାକୁ ଧରିବାକୁ ଚେଷ୍ଟା କରିବା ବେଳେ ଗଛରୁ ଏକ ଉଚ୍ଚ ସ୍ୱର ସୁଣୀ ଭାବେ ବୋଧେ ଗଛରେ ପକ୍ଷଟିଏ ଅଛି । ଉତ୍ସାହିତ ହୋଇ ସେ ଗଛ ଉପରକୁ ଚଢ଼େ, କିନ୍ତୁ ଦେଖେ ଯେ ଶାଖାରେ ଲାଗିଥିବା ଏକ ଢୋଲରୁ ହିଁ ଏହି ଶବ୍ଦ ବହରୁଛି । କାହାଣୀଟି ଲୋଭର ପରିଣାମ ବିଷୟରେ ଶିକ୍ଷା ଦେଇଥାଏ ।