ନାଗରାଜା ଓ ପିମ୍ପୁଡ଼ି

The King Cobra and the Ants

ଥରେ, ଏକ ଦୁଷ୍ଟ ନାଗରାଜା ଏକ ବଡ଼ ଜଙ୍ଗଲରେ ବାସ କରୁଥିଲା । ପଶୁମାନେ ତାକୁ ବହୁତ ଭୟ କରୁଥିଲେ । ନାଗରାଜା ଏକ ବଡ଼ ଗଛ ପାଖରେ ରହିବାକୁ ଚାହିଁଲା । ଗଛ ମୂଳରେ ଥିବା ପିମ୍ପୁଡ଼ି ହୁଙ୍କାକୁ ସେ ପସନ୍ଦ କଲା ନାହିଁ । ଯେତେବେଳେ ପିମ୍ପୁଡ଼ିମାନେ ତା କଥା ଶୁଣିଲେ ନାହିଁ, ସେ ତାଙ୍କ ହୁଙ୍କାକୁ ନଷ୍ଟ କରିଦେଲେ । କ୍ରୋଧିତ ପିମ୍ପୁଡ଼ି ନାଗରାଜା ଉପରେ ଆକ୍ରମଣ କଲେ । ଯଦିଓ ସେ ଶକ୍ତିଶାଳୀ, ସେ ସମସ୍ତ ପିମ୍ପୁଡ଼ିଙ୍କ ସହିତ ଲଢ଼ି ପାରିଲା ନାହିଁ । ପିମ୍ପୁଡ଼ିଙ୍କ କାମୁଡ଼ାରେ ତା’ର ମୃତ୍ୟୁ ହେଲା । କାହାଣୀଟିର ନୀତିଶିକ୍ଷା ହେଉଛି ‘ଏକତା ହିଁ ବଳ’ ।

Login to Read Now