ହରିଣର ପ୍ରତିବିମ୍ବ

The Stag and his reflection

ଗୋଟେ ହରିଣ ସବୁବେଳେ ନିଜ ସୁନ୍ଦୁରିଆ ଶିଙ୍ଗର ପ୍ରଶଂସା କରୁଥିବା ବେଳେ ନିଜ ପତଳା ଗୋଡ଼ ଦୁଇଟିର ଅଭିଯୋଗ କରୁଥାଏ । ଦିନେ ସିଂହଟିଏ ତା ପଛରେ ପଡ଼ି ଯାଏ । ଜୀବନ ବିକଳରେ ଦୌଡ଼ିବା ବେଳେ ହଠାତ୍ ତା ଶିଙ୍ଗଟି ଗଛ ଡାଳରେ ଛନ୍ଦି ହୋଇଯାଏ । ଏହି ସମୟରେ ସେ ତା ସୁନ୍ଦୁରିଆ ଶିଙ୍ଗ ଅପେକ୍ଷା ଗୋଡ଼ର ଉପଯୋଗୀତାର ମହତ୍ବଟିକୁ ବୁଝିପାରେ ।

Login to Read Now