ନିଃସ୍ୱାର୍ଥପର

Unselfish

ଶ୍ୟାମ ନାମକ ଜଣେ ଦୟାଳୁ ବ୍ୟବସାୟୀଙ୍କୁ ତାଙ୍କ ଯାତ୍ରା ସମୟରେ ଜଣେ ସାଧୁ ଏକ ବେଶେଷ ଆମ୍ବ ଦେଇଥାନ୍ତି । ନିଜ ପାଖରେ ରଖିବା ପରିବର୍ତ୍ତେ ସେ ଏହାକୁ ନିଜ ପତ୍ନୀଙ୍କୁ ଦିଅନ୍ତି । ପତ୍ନୀ ଆମ୍ବଟିକୁ ରାଜାଙ୍କୁ ଦେବା ପାଇଁ ପରାମର୍ଶ ଦିଅନ୍ତି, ଯେଉଁ ରାଜା ନିଜ ପ୍ରଜାରଙ୍କ ଯତ୍ନ ପିଲାମାନଙ୍କ ପରି ନେଉଥିଲେ । ଆମ୍ବ ମଞ୍ଜିର ଏହି ରୋମାଞ୍ଚକର ଯାତ୍ରା ଏବଂ ଏହା ସମଗ୍ର ରାଜ୍ୟକୁ କିପରି ଆନନ୍ଦ ଆଣିଦେଇଥାଏ ଆବିଷ୍କାର କରିବା ପାଇଁ କାହାଣୀକୁ ପଢ଼ନ୍ତୁ !

Login to Read Now