ଦରକାର ବେଳର ବନ୍ଧୁ
A Friend in Need
ଆସ, ମାଉସୀ ପିମ୍ପୁଡ଼ି ଏବଂ କୁମାରୀ କୋପତଙ୍କ ଅବିଶ୍ୱାସନୀୟ କାହାଣୀ ପଢ଼ିବା । ବନ୍ଧବୀ ଦୁହେଁ ଜାଣନ୍ତି ଯେ ଅସୁବିଧା ସମୟରେ ପରସ୍ପରକୁ ସାହାଯ୍ୟ କରିବା ବନ୍ଧୁତ୍ବର ବନ୍ଧନକୁ କେମିତି ସୁଦୃଢ଼ କରିଥାଏ । ଏହି ହୃଦୟସ୍ପର୍ଶୀ କାହାଣୀଟି ବନ୍ଧୁତା ଏବଂ ଜୀବନରେ ପରସ୍ପରଙ୍କ ମହତ୍ତ୍ବ ଉପରେ ଆଧାରିତ ଅଟେ ।