କାଲ ବେଙ୍ଗ
Deaf Frog
ଦୁଇଟି ବେଙ୍ଗ ଗୋଟିଏ ଗାତ ଭିତରକୁ ଖସି ପଡ଼ିଲେ ଓ ସେଠାରୁ ବାହାରିବା ପାଇଁ ସାହାଯ୍ୟ ମାଗିଲେ, କିନ୍ତୁ ସେମାନଙ୍କ ଡାକ କେହି ଶୁଣିପାରିଲେ ନାହିଁ। ଗପଟିକୁ ପଢ଼ି ଜାଣ ଏହାପରେ ସାହସୀ ବେଙ୍ଗ କିପରି ଗାତରୁ ବାହାରିବାର ଉପାୟ ଖୋଜି ପାଇଛି!