ବଣିକ ଓ ଗଧ

The Merchant and the Donkey

କାହାଣୀଟି ଏକ ଅଳସୁଆ ଗଧ ଏବଂ ଏକ ଲୁଣ ବେପାରୀ ଉପରେ ଆଧାରିତ । ଦିନେ ବେପାରୀ ଜଣକ ଲୁଣ କିଣି ଗଧ ପିଠିରେ ଲଦି ଝରଣା ବାଟ ଦେଇ ଫେରିଲା । ହଠାତ୍ ଗଧଟି ଲଡ଼ଖଡ଼ ହୋଇ ଝରଣା ଭିତରକୁ ଖସି ପଡ଼ିଲା । ବାହାରକୁ ଆସି ଗଧ ଦେଖିଲା ଯେ ତା ଭାର କିଛି କମ୍ ହୋଇ ଯାଇଛି । ଗଧ ପ୍ରତ୍ୟେକ ଥର ନିଜ ଭାର କମ କରିବା ପାଇଁ ଝରଣା ଭିତରକୁ ଖସି ପଡ଼େ । ଏହା ଜାଣି ବେପାରୀ ଏଥର କପା କିଣି ଗଧ ପିଠିରେ ଲଦି ଦେଲା । ପୁଣି, ଗଧ ସମାନ ଚାଲାକି କଲା, କିନ୍ତୁ ଏଥର ତା ଭାର ଆଗଠାରୁ ଅଧିକ ହେଇ ଗଲା । କାହାଣୀଟି ଶିକ୍ଷା ଦିଏ ଯେ ଅଳସୁଆମି ହୋଇ ଜୀବନ ଜିଇଁବା କେବେ ଭି ଭଲ ନୁହଁ ।

Login to Read Now