ଅପରିଚିତକୁ ବିଶ୍ୱାସ ନାହିଁ
Never trust Strangers
ଅଜଣା ଲୋକଙ୍କୁ ବିଶ୍ବାସ କଲେ କି ଅସୁବିଧା ହୁଏ ସେ ବିଷୟରେ ଗୋଟିଏ ହରିଣ ଏକ ଗୁରୁତ୍ବପୂର୍ଣ୍ଣ ସବକ୍ ଶିଖିଲା ଯେତେବେଳେ ଗୋଟିଏ କୋକିଶିଆଳୀ ତା’ ଜୀବନକୁ ବିପଦରେ ପକାଇଦେଲା। ଗପଟି ପଢ଼ି ଜାଣ କିପରି ଗୋଟିଏ ଚାଲାକ୍ କାଉ ହରିଣଟିକୁ ଖସି ପଳାଇବା ପାଇଁ ସାହାଯ୍ୟ କଲା!