ବଣଭୋଜି
Picnic
ଦିନେ, ଅଳସୁଆ କଇଁଛ ତା ପରିବାର ସହ ନିଜ ଧୀର ଗତିରେ ଗୋଟେ ପିକନିକ୍ କରିବାକୁ ବାହାରିଲା। ସେମାନଙ୍କୁ ପିକନିକ୍ ଜାଗାରେ ପହଞ୍ଚିବା ପାଇଁ ଗୋଟେ ସପ୍ତାହ, ଆଉ ଖାଇବା ଯୋଗାଡ଼ କରିବା ପାଇଁ ଆଉ ଗୋଟେ ସପ୍ତାହ ଲାଗିଗଲା। କିନ୍ତୁ ଯେତେବେଳେ ସେମାନେ ଖାଇବା ପାଇଁ ଏକଜୁଟ ହେଲେ, ସେମାନେ ଜାଣିଲେ ଯେ ଖାଇବାରେ କିଛି ସ୍ଵାଦ ନାହିଁ - ମା' କଇଁଛଟି ଲୁଣ ପକାଇବାକୁ ଭୁଲିଯାଇଛି। ସେମାନେ ସବୁଠୁ ଛୋଟ ଆଉ ତୀବ୍ର କଇଁଛଟିକୁ ଲୁଣ ଆଣିବା ପାଇଁ ଘରକୁ ପଠେଇଲେ। ପଛରେ ରହିଯିବା ଡରରେ ସେ ଲୁଚିକି ଦେଖିଲା। ଧୀର କଇଁଛ ମାନଙ୍କର ପିକନିକ୍ ବିଷୟରେ ଜାଣିବା ପାଇଁ ଏଇ ଗପଟି ପଢ଼।