ଗଧିଆ ଓ ଛେଳି ଛୁଆ
The Wolf and the Kids
ଥରେ, ଗୋଟେ ମାଆ ଛେଳି ତା ଛୁଆଙ୍କ ସହ ଏକ ଜଙ୍ଗଲରେ ରହୁଥିଲା । ଧୂର୍ତ୍ତ ଗଧିଆଟିଏ ମଧ୍ୟ ସେହି ଜଙ୍ଗଲରେ ରହୁଥିଲା । ସେ ସବୁବେଳେ ଛେଳି ଛୁଆମାନଙ୍କୁ ଖାଇବକୁ ସୁଯୋଗ ଖୋଜେ । ଦିନେ ମାଆ ଛେଳି ବଜାରକୁ ଗଲା । ସୁଯୋଗ ଦେଖି ଗଧିଆ ଛେଳିଛୁଆ ତାକୁ ନିଜ ମାଆ ବୋଲି ଭାବୀ କବାଟ ଖୋଲି ଦିଅନ୍ତୁ ବୋଲି ଅନେକ ଉପାୟ କଲା । ଗଧିଆ ଛେଳି ଛୁଆଙ୍କୁ ଖାଇ ଦେଲା । କିନ୍ତୁ ମାଆ ଛେଳି ଗଧିଆ ପେଟକୁ କାଟି ନିଜ ଛୁଆମାନଙ୍କୁ ଉଦ୍ଧାର କରି ତା ପେଟରେ ପଥର ଭରି ଦେଲା | ଗଧିଆ ନିଜ ଓଜନିଆ ଶରୀର ଯୋଗୁଁ ନଦୀରେ ପଡ଼ି ବୁଡ଼ି ମରିଲା ।