ଲଢ଼େଇ ସବୁବେଳେ ଖରାପ

Fighting is always bad

ଗୋଟେ ଗାଁରେ, ଦୁଇଟି କୁକୁଡ଼ା ସବୁବେଳେ ଜଣେ ଅନ୍ୟଠୁଁ ବଡ଼ ବୋଲି ଭାବୁଥିଲେ। ଥରେ କିଏ କେତେ ଉଚ୍ଚା ଡେଇଁ ପାରିବ ଦେଖିବ ପାଇଁ ସେମାନେ ସ୍ଥିର କଲେ। କିନ୍ତୁ ସେମାନଙ୍କ ପାଇଁ ଗୋଟେ ଅଘଟଣାର ଅପେକ୍ଷା କରୁଥିଲା! ଆକାଶରେ ଉଡୁଥିବା ଗୋଟେ ଚିଲର ମୁଣ୍ଡରେ କିଛି ଅଲଗା ଚାଲୁଥିଲା। ତା'ପରେ କ'ଣ ହେଲା? ଏଇ କାହାଣୀରେ ଯୋଗ ଦେଇ ଜାଣ ଯେ କୁକୁଡ଼ା ମାନେ କୋଉ ଶିକ୍ଷା ପାଇଲେ।

Login to Read Now