ବିଲୁଆ ଓଟକୁ ଶିକ୍ଷା ଦେଲା
Fox teaches a lesson to camel
ଏକ ଗର୍ବୀ ଓଟକୁ ଭେଟ, ଯିଏ ଅନ୍ୟ ପଶୁପକ୍ଷୀମାନଙ୍କର ପରିହାସ କରିବାକୁ ଭଲପାଏ। କିନ୍ତୁ, ତାର ବ୍ୟବହାର ବଦଳିଯାଏ ଯେତେବେଳେ ଏକ ଚତୁର ବିଲୁଆ ତାକୁ ଗୋଟେ ଉଚିତ ଶିକ୍ଷା ଦିଏ। ଚାଲ ଜାଣିବା ଏହି କାହାଣୀର ଜିନିଷଗୁଡ଼ିକ ସବୁ କିପରି ପରିବର୍ତ୍ତନ ହୁଏ।