ସିଂହ ଓ ଛୋଟ କୋକି

Lion and little Fox

ଆସନ୍ତୁ ଗୋଟିଏ ସିଂହୀ ଓ ତା’ର ସାବକମାନେ କିପରି ଗୋଟିଏ ଛୋଟ କୋକିଶିଆଳୀ ସହ ବନ୍ଧୁତା ବାନ୍ଧିଛନ୍ତି ତାହା ବିଷୟ‌ରେ ଜାଣିବା। ସେମାନେ ଏକାଠି ଖେଳନ୍ତି ଓ ମଉଜ କରନ୍ତି। ଦିନେ, ଯେତେବେଳେ ଗୋଟିଏ ହାତୀ ପହଞ୍ଚି ଯାଏ, ସିଂହ ଛୁଆମାନେ ଡରିଯାଆନ୍ତି ନାହିଁ, କିନ୍ତୁ ଛୋଟ କୋକିଶିଆଳୀଟି ଛାନିଆ ହୋଇପଡ଼େ। ଏହା ଦେଖି ସିଂହୀ କଥାଟି ବୁଝିଯାଏ ଓ କୋକିଶିଆଳୀଟି ତା’ ନିଜ ଜାତିଭାଇମାନଙ୍କ ପାଖକୁ ଫେରି ଯାଏ।

Login to Read Now