କି ବ୍ୟବସାୟ !
What a Business!
ଦୁଇଟି ପିଲା ଫଳ ଟୋକେଇ ନେଇ ଫଳ ବିକ୍ରୟ କରିବାକୁ ବହାରନ୍ତି । ଭୋକ ଲାଗିବା ସମୟରେ କିଛି କିଣି ଖାଇବା ପାଇଁ ପ୍ରତ୍ୟେକଙ୍କ ପାଖରେ ଟଙ୍କାଏ ଲେଖାଏଁ ଥାଏ । କିନ୍ତୁ, ସେ ବାରମ୍ବାର ନିଜ ନିଜ ଟଙ୍କାକୁ ପରସ୍ପରଙ୍କୁ ଦେଇ ପରସ୍ପରଙ୍କଠାରୁ ଫଳ କିଣି ସମସ୍ତ ଫଳ ଖାଇ ସାରି ଦିଅନ୍ତି । ଶେଷରେ, ବିନା ଫଳ ବିକ୍ରୀ କରି ପ୍ରତ୍ୟେକଙ୍କ ପାଖରେ ମାତ୍ର ଗୋଟିଏ ଟଙ୍କା ଲେଖାଏଁ ରହି ଯାଏ ।