ମାଙ୍କଡ଼ ଓ ନଡ଼ିଆ
The Monkey and the Coconut
ମାଙ୍କଡଟିଏ ଜଙ୍ଗଲରେ ଗୋଟେ ନଡିଆ ପାଇଲା କିନ୍ତୁ ତାକୁ ଭାଙ୍ଗି ପାରିଲା ନାହିଁ। ବିରକ୍ତ ହେଇ, ସେ ନଡିଆଟିକୁ ଲୁଚେଇଦେଲା ଆଉ ପରେ ଦେଖିଲା ଯେ ହାତୀ ଦୁଇଟି ପତ୍ର ଖାଉଛନ୍ତି। ସୁସ୍ଵାଦୁ ନଡିଆଟିକୁ ଜିତିବା ପାଇଁ ଚତୁର ମାଙ୍କଡଟି ଗୋଟେ ପ୍ରତିଯୋଗୀତାର ପ୍ରସ୍ତାବ ଦେଲା। କାମଟି ଥିଲା ଗୋଟେ ପିଜୁଳି ଗଛ ଉପାଡ଼ିବା ପାଇଁ। ଗୋଟେ ହାତୀ ଗଛରେ ବାସ କରୁଥିବା ଜୀବଜନ୍ତୁଙ୍କ ଘରକୁ ନଷ୍ଟ କରିବା ପାଇଁ ଦ୍ୱିଧା କଲା। ମାଙ୍କଡ଼ ବାସ୍ତବ ଜ୍ଞାନ ବିଷୟରେ କୋଊ ଶିକ୍ଷା ଶିଖିଲା? ଜ୍ଞାନୀ ହାତୀ ଏବଂ ନଡ଼ିଆର କାହାଣୀ ଜାଣିବାକୁ ଯୋଗ ଦିଅନ୍ତୁ!