ମିଟୁ ଓ କଦଳୀ
Mittu and the Bananas
ମିଟୁ, ଏକ ଟିକି ମାଙ୍କଡ଼, ଉପବାସ କରିଥିବା ନିଜ ମାଆ ପାଇଁ ସୁଆଦିଆ କଦଳୀ ଆଣି ତାକୁ ଆଶ୍ଚର୍ଯ୍ୟଚକିତ କରାଇବାକୁ ଚାହେଁ । ସେ ଏକ ବଡ଼ କଦଳୀ କାନ୍ଦି ଉଠାଏ, କିନ୍ତୁ ଏ କ’ଣ ! ଏହା ତ ବହୁତ ଭାରୀ ! ଏହି ସମସ୍ୟାର ସମାଧାନ ପାଇଁ ମିଟୁ କେଉଁ ଚତୁର ଉପାୟଟି ପାଞ୍ଚେ ? ଏବଂ ହଠାତ୍ ସିଂହଟିଏ ତା ସମ୍ନାକୁ ଆସିବା ପରେ ସେ କ’ଣ କରେ ? ବିସ୍ମୟକର ଏବଂ ପ୍ରେମରେ ପରିପୂର୍ଣ୍ଣ ମିଟୁର ଏହି ଦୁଃସାହସିକଭରା କାହାଣୀରେ ଯୋଗ ଦିଅନ୍ତୁ !