ପ୍ରକୃତ ବନ୍ଧୁ ନୁହେଁ
Not a real friend!
ସହରକୁ ଯିବା ରାସ୍ତାରେ ରାଘବକୁ ଏକ ବିଶେଷ ପ୍ରକାରର କୁରାଢ଼ୀ ମିଳେ । ବନ୍ଧୁ ଚନ୍ଦୁ ଏକ ଆଶ୍ଚର୍ଯ୍ୟଜନକ ଯୋଜନା କରେ ଯେ ସେ ଦୁହେଁ ମିଶି କାମ କରିବେ ଏବଂ ରୋଜଗାର କରିବେ । କିନ୍ତୁ ଯେତେବେଳେ ଦୁହେଁ ଏକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଠିକ୍ ସେତିକିବେଳେ ଚନ୍ଦୁ ଏକ ଅପ୍ରତ୍ୟାଶିତ ପଦକ୍ଷେପ ନିଏ ! ଏହା ପରେ କ’ଣ ହୁଏ ? ଜାଣିବା ପାଇଁ ସେମାନଙ୍କ ଯାତ୍ରାରେ ଯୋଗ ଦିଅନ୍ତୁ !