ବଗ ସହ ବିଶ୍ୱାସଘାତକତା
The Betrayed Cranes
ଥରେ ଏକ ବଗ-ବଗୁଲି ଦମ୍ପତି ନିଜ ଅଣ୍ଡା ପାଇଁ ସାପଟିଏ ବିପଦର କାରଣ ହୋଇ ପାରେ ବୋଲି ଚିନ୍ତା କରନ୍ତି । ଏହି ସମସ୍ୟାର ସମାଧାନ ପାଇଁ ବଗ ଏକ ନେଉଳକୁ ନିଜ ଯୋଜନାରେ ଶାମିଲ୍ କରେ । ଏହାର ପରିଣାମ ଅନ୍ୟ ଏକ ସମସ୍ୟାର କାରଣ ହୁଏ । ଚତୁର ବଗ-ବଗୁଲି ଏପରି ବିପଦରୁ କିପରି ରକ୍ଷା ପଆନ୍ତି କାହାଣୀରୁ ଜାଣନ୍ତୁ ।