ସାହାଯ୍ୟ

The Help

ଏକ ପୋଖରୀରେ ରହୁଥିବା ରଙ୍ଗବିରଙ୍ଗ ମାଛ ଏବଂ ଜାମୁଗଛରେ ରହୁଥିବା ମାଙ୍କଡ଼ମାନଙ୍କ ମଧ୍ୟରେ ଏକ ଅଜବ୍ ବନ୍ଧୁତା ସୃଷ୍ଟି ହୁଏ । ମାଙ୍କଡ଼ମାନେ ଫଳ ତୋଳିବା ବେଳେ ଯଦି ସେଥିରୁ କିଛି ଫଳ ପାଣିରେ ପଡିଯାଏ, ମାଛ ତାଙ୍କୁ ଫେରାଇ ଦିଅନ୍ତି । ଦିନେ ଜଣେ ମାଛଧରାଳି ମାଛ ଧରିବା ପାଇଁ ସେହି ପୋଖରୀରେ ଆସି ଜାଲ ପକାଏ । ମାଙ୍କଡ଼ମାନେ ଭୟଭୀତ ହୋଇ ଏକ ଯୋଜନା କରନ୍ତି । ସେମାନଙ୍କ ଭିତରୁ ଗୋଟିଏ ମାଙ୍କଡ଼ ମାଛଧରାଳିର ଲୁଗାଗଣ୍ଠୁଳି ନେଇ ପଳାଇ ଯିବାରୁ ତା ଧ୍ୟାନ ସେ ଆଡ଼କୁ ଆକର୍ଷିତ ହୁଏ । ମାଙ୍କଡ଼ମାନଙ୍କ ସାହସିକ ଯୋଜନା ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି କି ? ଆସନ୍ତୁ ତାଙ୍କର ଏହି ମଜାଲିଆ ଯାତ୍ରାରେ ଯୋଗ ଦିଅନ୍ତୁ !

Login to Read Now