ମହୁମାଛିର ଉପାୟ
The Honey Bee's Idea
ପୁର୍ବେ ଏକ ବଡ ଜଙ୍ଗଲରେ ଗୋଟେ ଭୟଙ୍କର ବାଘ ରହୁ ଥିଲା, ଯିଏକି ସମସ୍ତ ପଶୁମାନଙ୍କୁ ବଡ଼ ହଇରାଣ କରୁଥିଲା । ଦିନେ ଗୋଟିଏ ଚତୁର ମହୁମାଛି ଏକ ଉପାୟ ପାଂଚିଲା । ଦଳଗତ ହୋଇ ସେମାନେ ମଧୁର ସୁଗନ୍ଧିତ ଫୁଲ ଏବଂ ଏକ ଘଣ୍ଟି ସାହାଯ୍ୟରେ ଏକ ଯୋଜନା କଲେ । ଏହି ଭୟଙ୍କର ବାଘଠୁଁ ରକ୍ଷା ପାଇବା ପାଇଁ ଜଙ୍ଗଲର ଏହି ବୁଦ୍ଧିମାନ ସାଥୀମାନେ କେଉଁ ଉପାୟ କଲେ ଜାଣିବା ପାଇଁ ତାଙ୍କ ସହିତ ଯୋଗ ଦିଅନ୍ତୁ ଏବଂ ଜାଣନ୍ତୁ ଏକତ୍ର କାର୍ଯ୍ୟ କରି କିପରି ବଡ଼ ରୁ ବଡ଼ ସମସ୍ୟାକୁ ସମାଧାନ କରଯାଇପାରେ !