ସମୟୋପଯୋଗୀ ଭାବନା
Timely Idea
ଗୋଟେ କୁକୁଡ଼ା ଘର ଆଗରେ ଦାନା ଖାଉଥିବା ବେଳେ ଗୋଟେ ଚତୁର କୋକିଶିଆଳି ତାକୁ ଦେଖିଲା। କୁକୁଡ଼ାଟିକୁ ଖାଇବା ପାଇଁ ସେ ତାକୁ ଗୋଟେ ଗୀତ ବୋଲିବା ପାଇଁ କହିଲା। ତା କଥାରେ ପଡ଼ି କୁକୁଡ଼ାଟି ଗୀତ ବୋଲିଲା, ଆଉ ସେଇ ସମୟରେ କୋକିଶିଆଳିଟି ତାକୁ ଧରିନେଲା। ଚତୁର କୁକୁଡ଼ାଟିର ଠିକ ସମୟରେ ଆସିଥିବା ବୁଦ୍ଧିକୁ ଜାଣିବା ପାଇଁ ଏଇ ଗପରେ ଯୋଗଦିଅ।