ପକ୍ଷୀ-ଠେକୁଆ
What a Medialion!
ଗୋଟେ ପକ୍ଷୀ ଆଉ ଏକ ଠେକୁଆ ଏକ ବସା ପାଇଁ ଝଗଡ଼ା କରି ସମାଧାନ ପାଇଁ ଏକ ବିଲେଇ ପାଖକୁ ଯାଆନ୍ତି। ତୁମକୁ ଲାଗୁଛି କି ବିଲେଇଟି ତାଙ୍କ ଝଗଡ଼ାର ସମାଧାନ କରିପାରିବ? ଜାଣିବା ପାଇଁ ଏହି ଗଳ୍ପଟିକୁ ପଢ଼ ।