ଚାରି ପ୍ରକୃତ ସାଙ୍ଗ

Four True Friends

ଚାରି ପ୍ରକୃତ ବନ୍ଧୁ – ଲଘୁପତନକ, ଏକ ଚତୁର କାଉ; ହିରଣ୍ୟକ, ଏକ କୁଶଳ ମୂଷା; ମନ୍ଦାରକ, ଏକ ଜ୍ଞାନୀ କଇଁଛ ଏବଂ ଚିତ୍ରାଙ୍ଗ, ଏକ ସୁନ୍ଦର ହରିଣଙ୍କ ଏହା ଏକ ହୃଦୟସ୍ପର୍ଶୀ କାହାଣୀ । ଏହି ଚାରି ବନ୍ଧୁଙ୍କ ବନ୍ଧୁତାର ବନ୍ଧନରେ ବାନ୍ଧିହେଵ, ଏକତ୍ର ହୋଇ ସମସ୍ୟାକୁ ସମ୍ମୁଖୀନ କରିବା, ନିଷ୍ଠା ଏବଂ ସହଯୋଗିତା ପ୍ରଦର୍ଶନ କରି ରକ୍ଷା ପାଇବାକୁ କାହାଣୀଟି ଦର୍ଶାଇଛି । ବନ୍ଧୁତ୍ୱର ଶକ୍ତି ଏବଂ ଏକତାର ବଳକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛି । ବନ୍ଧୁତ୍ୱର ବଳ କେମିତି ଚାରି ବନ୍ଧୁଙ୍କୁ ପୁଣି ଥରେ ଖୁସିରେ ବଞ୍ଚିବା ପାଇଁ ସୁଯୋଗ ଦିଏ ତାହା ପ୍ରମାଣିତ କରୁଛି ।

Login to Read Now