ସମୁଦ୍ରରେ ଛୋଟ ମାଛଟିଏ

The Little Fish in a Sea

ସମୁଦ୍ର ତଳେ, ଛୋଟ ମାଛଟିଏ ବହୁତ କିଛି ପ୍ରଶ୍ନ ଆଉ ସନ୍ଦେହରେ ରହି ତା ମା' ଠାରୁ ଉତ୍ତର ଖୋଜିଲା। ତରଙ୍ଗ ମାନଙ୍କ ବିଷୟରେ ଆଗ୍ରହୀ ହୋଇ ସେ ସମୁଦ୍ର ଦେଖିବା ପାଇଁ ଜିଦ ଧରିଲା। ମା' ତାକୁ ସବୁ ବିପଦ ବିଷୟରେ ଚେତାବନୀ ଦେଲା ହେଲେ ଛୋଟ ମାଛଟି କ'ଣ କରିବ ସ୍ଥିର କରିସାରିଥିଲା। ଯେତେବେଳେ ସେମାନେ ସମୁଦ୍ର ଉପରକୁ ଆସିଲେ, ମାଛଧରାଳି ତା ଜାଲ ଫାନ୍ଦରେ ସେମାନଙ୍କୁ ଧରି ପକାଇଲା। ଛୋଟ ମାଛଟି ସମୁଦ୍ର ବିଷୟରେ ଏବଂ ତା’ ମା ଉପରେ ବିଶ୍ୱାସ ନକରିବାର ପରିଣାମ ଯୋଗୁଁ ଏକ କଠିନ ଶିକ୍ଷା ପାଇଲା। ଛୋଟ ମାଛ କିପରି ସମୁଦ୍ରର ବାସ୍ତବିକତାକୁ ସାମ୍ନା କଲା ଜାଣିବା ପାଇଁ ଏବଂ ପରାମର୍ଶ ଶୁଣିବାର ମହତ୍ଵକୁ ବୁଝିବା ପାଇଁ କାହାଣୀରେ ଯୋଗ ଦିଅ।

Login to Read Now