ପ୍ରକୃତ ମାଆ କିଏ ?
Who is the Real Mother?
ମିଥିଳାରେ ଦୁଇଜଶ ମହିଳା ଗୋଟିଏ ଛୋଟ ଛୁଆର ମାଁ ହୋଇଥିବାର ଦାବି କଲେ, ଯେଉଁଥିରୁ ଗୋଟିଏ ବିବାଦ ଉପୁଜିଲା। ବୁଦ୍ଧିମାନ ରାଜାଙ୍କର ବିଚାରରୁ ଛିଆଟିର ପ୍ରକୃତ ମାଁ କିଏ ଜଣା ପଡ଼ିଲା ଯେତେବେଳେ ସେ ଦୁଇଜଣଙ୍କ ଭିତରୁ ଜଣେ ନିଃସ୍ବାର୍ଥପର ଭାବରେ ଛୁଆଟି ଉପରେ ନିଜର ଦାବି ଅପେକ୍ଷା ଛୁଆଟିର ଜୀବନ ଉପରେ ଗୁରୁତ୍ବ ଆରୋପ କରିଥିଲା। ରାଜାଙ୍କ ବିଚାରର ପରିଣତି ବିଷୟରେ ଜାଣିବା ପାଇଁ ଗପଟିକୁ ପଢ଼ନ୍ତୁ!