ଗୁରୁଜନଙ୍କ ଉପଦେଶ

Elder's Advice

ଗୋଟେ ଗଛରେ, କାଉ ପରିବାରରେ ଗୋଟେ ନିୟମ ଥିଲା: ତଳେ ଥିବା ବିରାଡ଼ି ପାଇଁ କେବେ ବସା ଛାଡିବ ନାହିଁ। ଯେତେବେଳେ ମା କାଉଟି ବସାରେ ନଥିଲା, ଛୁଆ କାଉମାନେ ଗୋଟେ ଉଡ଼ିବା ପ୍ରତିଯୋଗୀତା କରିବାକୁ ସ୍ଥିର କଲେ। ବିରାଡ଼ିଟି ଛୁଆ କାଉଟିକୁ ଧରିନେଲା, ହେଲେ ତାପରେ ଯାହା ହେଲା ସେଟା ଗୋଟେ ବହୁତ ବଡ଼ ଆଶ୍ଚର୍ଯ୍ୟର ବିଷୟ ଅଟେ।

Login to Read Now