ବିରାଡ଼ି ଓ ପୋଡ଼ାଗୋଡ଼
The Cat with a burnt leg
ରାମଧର ନାମକ ଏକ କପା ବ୍ୟବସାୟୀ ତାଙ୍କ ଚାରିପୁଅଙ୍କୁ କପାକୁ ମୂଷାମାନଙ୍କଠାରୁ ରକ୍ଷା କରିବା ପାଇଁ ଏକ ବିରାଡ଼ି ଦିଅନ୍ତି । ସେ ପୁଅମାନଙ୍କୁ ବିରାଡ଼ିକୁ ସମାନ ଭାବରେ ବାଣ୍ଟିନେବାକୁ କୁହନ୍ତି । କପା କାରଖାନା ଚଳାଉଥିବା ଏହି ଭାଇମାନେ ସମାନ ଭାବରେ ବିରାଡ଼ି ଗୋଡରେ ସୁନା ଚେନ୍ ଏବଂ ମୁଦି ପିନ୍ଧାନ୍ତି । ଦିନେ ଚତୁର୍ଥ ଭାଇ ବିରାଡ଼ି ଗୋଡ଼ରେ ହୋଇଥିବା ଫୁଟୁକାକୁ ଭଲ କରିବା ପାଇଁ ଏକ ତେଲଭିଜା ଲୁଗାକନା ବାନ୍ଧି ଦିଏ । ହଠାତ୍ ବିରାଡ଼ି ଗୋଡ଼ରେ ନିଆଁ ଲାଗି ସମ୍ପୂର୍ଣ୍ଣ କାରଖାନାଟି ଜଳିଯାଏ । ଚତୁର୍ଥ ଭାଇକୁ ଦାୟୀ କରି ଅନ୍ୟ ଭାଇମାନେ କ୍ଷତିପୂରଣ ଚାହୁଁନ୍ତି । ଏହା ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି କି ? ଜାଣିବା ପାଇଁ ଏହି ଆଶ୍ଚର୍ଯ୍ୟଜନକ କାହାଣୀରେ ଯୋଗ ଦିଅନ୍ତୁ !