କୋଇଲି ପକ୍ଷୀର ମଧୁର ସ୍ୱର
The Koel Bird's Melodious Voice
ଏକ ଜଙ୍ଗଲରେ ରହୁଥିବା ଗୋଟିଏ କୋଇଲି ତା’ର ଘନ କଳା ରଙ୍ଗ ହେତୁ ସବୁବେଳେ ପ୍ରତ୍ୟାଖ୍ୟାନର ପାତ୍ର ହୋଇଥାଏ । ତା’ର ସତଚେଷ୍ଟା ସତ୍ତ୍ବେ ମଧ୍ୟ କୌଣସି ପକ୍ଷୀ ତା ସାଙ୍ଗ ହୁଅନ୍ତି ନାହିଁ । ହତାଶ ହୋଇ ସେ ବସନ୍ତ ଋତୁର ଦିନେ ସକାଳେ ହୃଦୟର ସହିତ ଗାଇବା ଆରମ୍ଭ କରେ । ତାହାର ମଧୂର ସ୍ବର ପକ୍ଷୀମାନଙ୍କ ଦୃଷ୍ଟି ଆକର୍ଷଣ କରେ ଏବଂ ଏମିତିକି ଗଛଗୁଡ଼ିକ ମଧ୍ୟ ନିଜ ଡାଳ ନୁଆଁଇ ତା’ର ପ୍ରଶଂସା କରନ୍ତି । ଏହା ପରେ ଅନ୍ୟ ପକ୍ଷୀମାନେ ତା ସାଙ୍ଗ ହେବେ କି ନାହିଁ ଜାଣିବା ପାଇଁ କୋଇଲିର ଏହି କାହାଣୀକୁ ପଢ଼ନ୍ତୁ ।