ଘରଚଟିଆ ଓ ତା'ର ଛୁଆ

The Sparrow and her Babies

ଏକ ଘରଚଟିଆ ନିଜ ଛୁଆଙ୍କ ସହ ଗୋଟେ ଧାନ କ୍ଷେତରେ ଥିବା ଛୋଟ ଗଛଟିରେ ରୁହେ । ଯେତେବେଳେ ବି ସେ ଦାନା ଖୋଜିବା ପାଇଁ ବାହାରକୁ ଯାଏ, ସେ ତା ଛୁଆଙ୍କୁ ଚାଷୀ ଓ ତା ପୁଅର କଥାବାର୍ତ୍ତାକୁ ଧ୍ୟାନ ଦେଇ ଶୁଣିବାକୁ କହି ଯାଏ । ଛୁଆ ଜାଣିଲେ ଯେ ଚାଷୀ ବହୁତ୍ ଶୀଘ୍ର ଫସଲ ଅମଳ କରିବାକୁ ଯାଉଛି । ଏହି ବିଷୟରେ ସେ ମାଆ ଘରଚଟିଆକୁ ଜଣାଇଲେ । ଘରଚଟିଆର ଏହି କାହାଣୀରେ ଶାମିଲ୍ ହୁଅନ୍ତୁ ଓ ଜାଣନ୍ତୁ ଯେ ସେ ତା ଛୁଆଙ୍କୁ ଆଗକୁ ହେବାକୁ ଯାଉଥିବା ଫସଲ ଅମଳରୁ ରକ୍ଷା କରିବା ପାଇଁ କି ଯୋଜନା ତିଆରି କରିବ ।

Login to Read Now