କୁଟିଳ କୋକିଶିଆଳ
The Tricky Fox
ଏକ କୁଟିଳ କୋକିଶିଆଳି ଜଙ୍ଗଲରେ ଗୋଟେ ପକ୍ଷୀର ଅଣ୍ଡା ଖାଇ ତାକୁ ବଡ଼ ହଇରାଣ କରୁଥିଲା। ପକ୍ଷୀଟି ଏକ ଉଚ୍ଚ ଗଛରେ ନିଜ ବସା ବାନ୍ଧିଲା, କିନ୍ତୁ କ୍ରମାଗତଭାବେ କୋକିଶିଆଳିଟି ତା ସାଙ୍ଗମାନଙ୍କ ସାହାଯ୍ୟରେ ଗଛକୁ ଚଢି ବସା ପାଖରେ ପହଞ୍ଚିବାକୁ ଲାଗିଲା। ସେହି ଗଛରେ ରହୁଥିବା ଗୋଟେ ଦୟାଳୁ କାଉ ପକ୍ଷୀଟିର ଦୁଖ ଦେଖିଲା। କାଉଟି ଚତୁରତାର ସହିତ ନିଜର ମୁନିଆ ଥଣ୍ଟରେ କୋକିଶିଆଳିକୁ ଖୁମ୍ପି ତା'ର ଯୋଜନାଟିକୁ ବିଫଳ କଲା। ଚତୁର କାଉଟି କିପରି ସବୁକିଛି ଠିକ କଲା ଜାଣିବା ପାଇଁ ଗପଟି ପଢ଼।