ଚାରି ଧନ ଖୋଜାଳି

The Four Teasure Seekers

ଥରେ, ଚାରି ବନ୍ଧୁ ବହୁ ଧନ ପାଇବା ଆଶାରେ ଗୋଟିଏ କୁହୁକ୍ ପର ଧରି ଏକ ସାହସିକ ଯାତ୍ରାରେ ବହାରନ୍ତି । ପ୍ରତ୍ୟେକ ବନ୍ଧୁ କିଛି ନା କିଛି ବିଶେଷ ପ୍ରକାରର ଧାତୁ ପାଆନ୍ତି - ତମ୍ବା, ରୂପା ଏବଂ ସୁନା । କିନ୍ତୁ ତାଙ୍କ ମଧ୍ୟରୁ ଅତ୍ୟଧିକ ଲୋଭୀ ବନ୍ଧୁ ଜଣକ ବଡ଼ ଅସୁବିଧାରେ ପଡ଼ିଯାଏ । ଲୋଭୀ ବନ୍ଧୁ ମୁଣ୍ଡରେ ଘୂର୍ଣ୍ଣନ ଚକ ଥିବା ଜଣେ ବ୍ୟକ୍ତିଙ୍କ ସହ ଭେଟ ହୁଏ ଏବଂ ତାକୁ ଅନେକ ପ୍ରଶ୍ନ ପଚାରେ । ଫଳରେ ଲୋଭୀ ବନ୍ଧୁଟିର ଏମିତି ଅବସ୍ଥା ହୁଏ ଯେ ତାକୁ ଏବେ କୁହୁକ୍ ପର ଧରି ଅନ୍ୟ କେହି ଜଣେ ଆସିବା ପର୍ଯ୍ୟନ୍ତ ସେଇଠି ହିଁ ଅପେକ୍ଷା କରିବାକୁ ପଡ଼େ । ବ୍ୟକ୍ତି ଜଣକ ଘୂର୍ଣ୍ଣନ ଚକରୁ ମୁକ୍ତି ପାଇବ କି ନାହିଁ ଜାଣିବା ପାଇଁ ସମ୍ପୂର୍ଣ୍ଣ କାହାଣୀଟିକୁ ପଢ଼ନ୍ତୁ ।

Login to Read Now